ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମରଣ ପ୍ରମାଣପତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମରଣ ପ୍ରମାଣପତ୍ର   ବିଶେଷ୍ୟ

ଅର୍ଥ : କୌଣସି ମୃତ ବ୍ୟକ୍ତି ସହିତ ସମ୍ବନ୍ଧ ରଖୁଥିବା ଯେଉଁ ପ୍ରମାଣ ପତ୍ର ନିଶ୍ଚିତ କରେ ଯେ ସେହି ବ୍ୟକ୍ତି ମରିଯାଇଛି

ଉଦାହରଣ : ପୈତୃକ ସମ୍ପତ୍ତିକୁ ନିଜ ନାଁରେ କରେଇନେବାପାଇଁ ତାଙ୍କ ସମ୍ବନ୍ଧିତ ଅଧିକାରୀଙ୍କ ପାଖରେ ନିଜ ପିତାଙ୍କ ମୃତ୍ୟୁ-ପ୍ରମାଣ ପତ୍ର ତିଆରିକରିବାକୁ ପଡ଼ିଲା

ସମକକ୍ଷ : ଡେଥ୍‌ ସାର୍ଟିଫିକେଟ୍, ମୃତ୍ୟୁ-ପ୍ରମାଣ ପତ୍ର

किसी मृत व्यक्ति से संबंध रखनेवाला वह प्रमाणपत्र जो यह सिद्ध करे कि वह व्यक्ति मर चुका है।

पैतृक संपत्ति अपने नाम कराने के लिए उसे संबंधित अधिकारी के सामने अपने पिता का मरण-प्रमाणक प्रस्तुत करना पड़ा।
मरण-प्रमाणक, मृत्यु प्रमाणपत्र