ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମପା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମପା   ବିଶେଷ୍ୟ

ଅର୍ଥ : ମାପିବା ଲୋକର କାମ

ଉଦାହରଣ : ଧାନ ମପା ସରିଲେ ମୁଁ ଗାଧୋଇବାକୁ ଯିବି

तौलवाने की क्रिया।

मैं धान की तौलवाई के बाद नहाने जाऊँगा।
तोलवाई, तौलवाई

ମପା   କ୍ରିୟାପଦ

ଅର୍ଥ : ମପା ଯିବା

ଉଦାହରଣ : ଗରିବଙ୍କୁ ଦେବା ନିମନ୍ତେ ଜମି ମପା ସରିଛି

नापा जाना।

गरीबों को देने के लिए ज़मीन नप चुकी है।
नपना

ମପା   ବିଶେଷଣ

ଅର୍ଥ : ଯାହା ମପା ହୋଇଛି

ଉଦାହରଣ : ଏହି ଚାଉଳ ମପା ହୋଇଛି

ସମକକ୍ଷ : ଓଜନ କରାଯାଇଥିବା, ଓଜନ ହୋଇଥିବା, ତଉଲ କରାଯାଇଥିବା

जो मापा गया हो।

यह चावल मापित है।
नपा हुआ, मापा हुआ, मापित

ଅର୍ଥ : ମାପ ବା ଓଜନ ହୋଇଥିବା

ଉଦାହରଣ : ଏହି ମୁଣିରେ ମପା ଧାନ ଅଛି

ସମକକ୍ଷ : ତଉଲା

तौला हुआ।

इन बोरियों में तुला धान रखा हुआ है।
जोखा, तुला, तोला, तौला