ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମପାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମପାଇବା   କ୍ରିୟାପଦ

ଅର୍ଥ : ମାପିବାକାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ଦୋକାନୀ ତା ପୁଅଦ୍ୱାରା କପଡ଼ା ମପାଉଛି

ସମକକ୍ଷ : ତଉଲ କରାଇବା, ମାପ କରାଇବା

मापने का काम किसी और से कराना।

दुकानदार अपने लड़के से कपड़ा मपवा रहा है।
नपवाना, मपवाना

ଅର୍ଥ : ଅନ୍ୟ କାହାଦ୍ୱାରା ତଉଲିବାକାମ କରାଇବା

ଉଦାହରଣ : ସୀତା ମୋହନଦ୍ୱାରା ଧାନ ଓଜନ_କରାଉଛି

ସମକକ୍ଷ : ଓଜନ କରାଇବା, ତଉଲାଇବା

तौलने का काम दूसरे से कराना।

सीता मोहन से धान तौलवा रही है।
जोखवाना, तुलवाना, तोलवाना, तौलवाना, तौलाना, वजन करवाना