ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମନ୍ଦାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମନ୍ଦାର   ବିଶେଷ୍ୟ

ଅର୍ଥ : ମଧ୍ୟମ ଆକାରର ଗଛରୁ ପ୍ରାପ୍ତ ଏକ ନାଲିରଙ୍ଗର ଫୁଲ

ଉଦାହରଣ : ମାଆ ମନ୍ଦିରରେ ଫୁଲ ଲାଗିକରିବାପାଇଁ ମନ୍ଦାର ଫୁଲ ତୋଳୁଛନ୍ତି

ସମକକ୍ଷ : ଜବା

Reproductive organ of angiosperm plants especially one having showy or colorful parts.

bloom, blossom, flower

ଅର୍ଥ : ଧାର୍ମିକ ଗ୍ରନ୍ଥରେ ବର୍ଣ୍ଣିତ ଗୋଟିଏ ବୃକ୍ଷ ଯାହା ଦେବଲୋକରେ ମିଳିଥାଏ

ଉଦାହରଣ : ମନ୍ଦାର ଇନ୍ଦ୍ରଙ୍କ ନନ୍ଦନକାନନରେ ଅଛି

ସମକକ୍ଷ : ମନ୍ଦାର ବୃକ୍ଷ, ମନ୍ଦାରକ

धार्मिक ग्रंथों में वर्णित एक वृक्ष जो देवलोक में पाया जाता है।

मंदार वृक्ष इंद्र के नंदन कानन में स्थित है।
मंदार, मंदार वृक्ष, मंदारक, मन्दार, मन्दार वृक्ष, मन्दारक

A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.

tree

ଅର୍ଥ : ମଧ୍ୟମ ଧରଣର ଏକ ଗଛ ଯେଉଁଥିରେ ନାଲି ଫୁଲ ଫୁଟେ

ଉଦାହରଣ : ମାଳୀ ବଗିଚାରେ ମନ୍ଦାର ଲଗାଉଛି

ସମକକ୍ଷ : ଜବା, ରକ୍ତମନ୍ଦାର

Any plant of the genus Hibiscus.

hibiscus