ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମନ୍ଦରାଚଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମନ୍ଦରାଚଳ   ବିଶେଷ୍ୟ

ଅର୍ଥ : ଦେବତା ଏବଂ ଅସୁରମାନେ ଯେଉଁ ପର୍ବତ ସାହାଯ୍ୟରେ ସମୁଦ୍ର ମନ୍ଥନ କରିଥିଲେ ବୋଲି ହିନ୍ଦୁଧର୍ମ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି

ଉଦାହରଣ : ଦେବାସୁରମାନେ ମନ୍ଦରାଚଳଦ୍ୱାରା ସମୁଦ୍ର ମନ୍ଥନ କରିଥିଲେ

ସମକକ୍ଷ : ମନ୍ଦର, ମନ୍ଦର ଗିରି

हिन्दू धर्म-ग्रंथों में वर्णित वह पर्वत जिससे देवों और असुरों ने समुद्रमंथन किया था।

समुद्रमंथन के समय मंदराचल पर्वत को विष्णु ने कच्छप के रूप में अपनी पीठ पर टिकाया था।
इंद्रकील, इन्द्रकील, मंथान, मंदर, मंदराचल, मन्थान, मन्दर, मन्दराचल

A land mass that projects well above its surroundings. Higher than a hill.

mount, mountain