ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମନ୍ଦବୁଦ୍ଧି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମନ୍ଦବୁଦ୍ଧି   ବିଶେଷ୍ୟ

ଅର୍ଥ : ଖରାପ ବୁଦ୍ଧି

ଉଦାହରଣ : ଦୁର୍ବୁଦ୍ଧି କାରଣରୁ ହିଁ ଆପଣଙ୍କ ସବୁ ବେପାର ନଷ୍ଟଭ୍ରଷ୍ଟ ହୋଇଗଲା

ସମକକ୍ଷ : କୁବୁଦ୍ଧି, ଦୁର୍ବୁଦ୍ଧି, ଦୁଷ୍ଟବୁଦ୍ଧି, ନଷ୍ଟବୁଦ୍ଧି

बुरी बुद्धि।

दुर्बुद्धि के कारण ही आपका सारा व्यापार चौपट हो गया।
कुबुद्धि, कुमति, दुर्बुद्धि

ମନ୍ଦବୁଦ୍ଧି   ବିଶେଷଣ

ଅର୍ଥ : ଖରାପ ସ୍ୱଭାବବାଲା

ଉଦାହରଣ : କୁସ୍ୱଭାବୀ ବ୍ୟକ୍ତିର ସାଥୀ ହୁଅନାହିଁ

ସମକକ୍ଷ : କୁସ୍ୱଭାବୀ, ଦୁଃଶୀଳ, ବଦନାମୀ, ବଦମାସ୍‌

बुरे स्वभाववाला।

बदमिजाज व्यक्ति का साथ न करें।
कुबुद्धि, कुस्वभावी, दुश्शील, निकृतिप्रज्ञ, बदमिज़ाज, बदमिजाज

Having an irritable and unpleasant disposition.

ill-natured