ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମନୋବିଜ୍ଞାନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମନୋବିଜ୍ଞାନୀ   ବିଶେଷ୍ୟ

ଅର୍ଥ : ମନୋବିଜ୍ଞାନରେ ଯେ ବିଜ୍ଞ

ଉଦାହରଣ : ଏହି ସମ୍ମିଳନୀରେ ଦେଶବିଦେଶରୁ ଅନେକ ମନୋବିଜ୍ଞାନୀ ଭାଗ ନେଇଥିଲେ

ସମକକ୍ଷ : ମନୋବୈଜ୍ଞାନିକ

मनोविज्ञान का ज्ञाता।

इस सम्मेलन में देश-विदेश के मनोवैज्ञानिकों ने भाग लिया।
मनोविज्ञानिक, मनोविज्ञानी, मनोवैज्ञानिक, मनोशास्त्री, मानस विज्ञानी, मानस शास्त्री, मानसविज्ञानी, मानसशास्त्री

A scientist trained in psychology.

psychologist

ମନୋବିଜ୍ଞାନୀ   ବିଶେଷଣ

ଅର୍ଥ : ମନୋବିଜ୍ଞାନ ଜାଣିବା ବ୍ୟକ୍ତି

ଉଦାହରଣ : ଏଠାରେ ଉତ୍ତମ ମନୋବିଜ୍ଞାନୀ ଡାକ୍ତରଙ୍କର ଆବଶ୍ୟକତା ରହିଛି

ସମକକ୍ଷ : ମନୋବୈଜ୍ଞାନିକ