ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମନୋଗତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମନୋଗତ   ବିଶେଷଣ

ଅର୍ଥ : ମନରେ ହେବା ବା ଆସିବା

ଉଦାହରଣ : କବି ମହୋଦୟ ନିଜ ମନୋଗତ ଭାବକୁ କବିତା ମାଧ୍ୟମରେ ଶ୍ରୋତାମାନଙ୍କ ସମ୍ମୁଖରେ ପ୍ରକାଶ କଲେ

ସମକକ୍ଷ : ସ୍ୱଗତ

मन में होने या आने वाला।

कवि महोदय ने अपने मनोगत भावों को कविता के माध्यम से श्रोताओं के सामने प्रस्तुत किया।
मनोगत, स्वगत