ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମନିଅର୍ଡର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମନିଅର୍ଡର   ବିଶେଷ୍ୟ

ଅର୍ଥ : ଡାକଦ୍ବାରା କୌଣସି ଦୂରସ୍ଥାନରେ ରହୁଥିବା ବ୍ୟକ୍ତି ନିକଟକୁ ପଠାଯାଉଥିବା ଅର୍ଥପ୍ରାପ୍ତି କରିବାର ଲିଖିତ ଆଦେଶ

ଉଦାହରଣ : ମଙ୍ଗୁଳୁ ପ୍ରତିମାସରେ ଏକହଜାର ଟଙ୍କାର ମନିଅର୍ଡର ପଠାଉଛି

ସମକକ୍ଷ : ଧନାଦେଶ

डाकखाने के द्वारा किसी अन्य स्थान पर रहने वाले व्यक्ति विशेष को भेजे जाने वाले धन के भुगतान का लिखित आदेश।

मंगलू हर महीने एक हज़ार रुपए का धनादेश भेजता है।
धनादेश, मनिआर्डर, मनी आर्डर, मनी ऑर्डर

A written order for the payment of a sum to a named individual. Obtainable and payable at a post office.

money order, postal order