ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଧ୍ୟାନ୍ତର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଧ୍ୟାନ୍ତର   ବିଶେଷ୍ୟ

ଅର୍ଥ : ଖେଳଆଦି ମଝିରେ ହେଉଥିବା କିଛି ସମୟର ଅବକାଶ

ଉଦାହରଣ : ଖେଳ ମଧ୍ୟାନ୍ତରରେ ମୁଁ ଚା’ ପିଇବାକୁ ଚାଲିଗଲି

किसी खेल आदि के बीच में होनेवाला कुछ समय का अवकाश।

खेल के मध्यांतर में मैं चाय पीने चला गया।
मध्यांतर, मध्यांतराल

An intermission between the first and second half of a game.

halftime

ଅର୍ଥ : କାର୍ଯ୍ୟ, ପଢ଼ା, ଖେଳ ଆଦିର ମଝିରେ ଲୋକମାନଙ୍କୁ ବିଶ୍ରାମ, ଜଳପାନ ଆଦି କରିବା ନିମନ୍ତେ କିଛି ସମୟପାଇଁ ମିଳୁଥିବା ଅବକାଶ

ଉଦାହରଣ : ମଧ୍ୟାନ୍ତର ହେବାକ୍ଷଣି ପାଠଶାଳାରେ ପିଲାମାନଙ୍କ ହୋହଲ୍ଲା ଆରମ୍ଭ ହୋଇଗଲା

ସମକକ୍ଷ : ମଧ୍ୟାବକାଶ

कार्य,पढ़ाई,खेल आदि के बीच में थोड़े समय के लिए होने वाला वह अवकाश जो लोगों को सुस्ताने,जलपान आदि करने के लिए मिलता है।

मध्यावकाश होते ही पाठशाला में बच्चों की चहल-पहल शुरु हो गयी।
मध्यावकाश

A pause from doing something (as work).

We took a 10-minute break.
He took time out to recuperate.
break, recess, respite, time out