ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଧ୍ୟସ୍ଥ ବ୍ୟବସାୟୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଯେଉଁ ଦୋକାନୀ ମାଲ କିଣି ଗ୍ରାହକ ବା ମହାଜନମାନଙ୍କୁ ପଠାଏ ବା ସେମାନଙ୍କ ମାଲ ଆଣି ବିକ୍ରି କରେ

ଉଦାହରଣ : ଏ ସବୁ ଜିନିଷ ମୁଁ ମଧ୍ୟସ୍ଥ ବ୍ୟବସାୟୀ ଠାରୁ କିଣିଛି

वह जो आढ़त का कार्य करता हो।

रोहन और सोहन दोनो भाई आढ़तिया हैं।
अढ़तिया, आढ़तदार, आढ़तिया, आढ़ती

A businessman who buys or sells for another in exchange for a commission.

agent, broker, factor