ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବାରମ୍ବାର ଓ ଅଳ୍ପଅଳ୍ପ ପରିସ୍ରା ହେଉଥିବା ଏବଂ ପରିସ୍ରା ସହିତ ଶରୀରରୁ ଶର୍କରା ବା ଚିନିର କିଛି ଅଂଶ ବାହାରିଯାଉଥିବା ରୋଗ
ଉଦାହରଣ : ମଧୁମେହରେ ପୀଡ଼ିତ ବ୍ୟକ୍ତିର ମିଠା ଖାଇବା ଉଚିତ ନୁହେଁ
ସମକକ୍ଷ : ଡାଇବେଟିସ୍
एक रोग जिसमें बार-बार और थोड़ा-थोड़ा करके पेशाब आता है और पेशाब के साथ शरीर से शर्करा या चीनी का भी कुछ अंश निकलता है।
A polygenic disease characterized by abnormally high glucose levels in the blood. Any of several metabolic disorders marked by excessive urination and persistent thirst.
ଅର୍ଥ : ଯାହାକୁ ମଧୁମେହ ରୋଗ ହୋଇଛି
ଉଦାହରଣ : ଡାକ୍ତରଙ୍କ ପାଖରେ ମଧୁମେହ ରୋଗୀମାନଙ୍କର ଭିଡ଼ ହୋଇଛି
ସମକକ୍ଷ : ଡାଇବେଟିକ୍
जिसे मधुमेह रोग हुआ हो।
Suffering from diabetes.
ସଂସ୍ଥାପନ କରନ୍ତୁ