ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କେତେକ ବିଶେଷ ପ୍ରକାରର ଫଳ, ରସ, ଖାଦ୍ୟ, ଶସ୍ୟ ଆଦିକୁ ସଢ଼େଇ, ଛାଣି ବାହାର କରାଯାଉଥିବା ନିଶା ରସ
ଉଦାହରଣ : ସେ ପ୍ରତିଦିନ ସଂଧ୍ୟାରେ ମଦ ପିଇ ଘରକୁ ଫେରେ
ସମକକ୍ଷ : ମଦ, ସୁରା
कुछ विशिष्ट प्रकार के फलों, रसों, अन्नों आदि को सड़ाकर उनका भभके से खींचकर निकाला जाने वाला नशीला रस।
An alcoholic beverage that is distilled rather than fermented.
ଅର୍ଥ : ଅଫିମ,ଭାଙ୍ଗ, ମଦ ଏବଂ ଦୁଦୁରା ମିଶ୍ରଣରେ ତିଆରି ହେଉଥିବା ଏକ ପାନୀୟ ମାଦକ ପଦାର୍ଥ
ଉଦାହରଣ : କେତେକ ଲୋକ ବଗିଚାରେ ବସି ମଦିରା ପିଉଛନ୍ତି
अफीम,भाँग,शराब और धतूरे के योग से बननेवाला एक मादक पेय पदार्थ।
ସଂସ୍ଥାପନ କରନ୍ତୁ