ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଥାମଣି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଥାମଣି   ବିଶେଷ୍ୟ

ଅର୍ଥ : ମୁଣ୍ଡରେ ପିନ୍ଧା ଯାଉଥିବା ରତ୍ନ

ଉଦାହରଣ : ତାଙ୍କ ମଥାରେ ମଥାମଣି ଶୋଭା ପାଉଥିଲା

सिर पर पहनने का रत्न।

उसके सिर पर शिरोमणि सुशोभित है।
शिरोमणि

ଅର୍ଥ : ମୁଣ୍ଡରେ ପିନ୍ଧା ଯାଉଥିବା ଏକ ଗହଣା

ଉଦାହରଣ : ବିବାହର ବର୍ଷପୂର୍ତ୍ତି ଅବସରରେ ତାଙ୍କ ପତିଙ୍କ ଦ୍ୱାରା ଉପହାର ସ୍ୱରୂପ ଗୋଟିଏ ମଥାମଣି ଭେଟି ମିଳି ଥିଲା

ସମକକ୍ଷ : ଶିରବନ୍ଦୀ

सिर पर पहनने का एक गहना।

सालगिरह के अवसर पर उसके पति द्वारा उपहार स्वरूप एक सिरबंदी भेंट की गयी।
सिरबंदी

An adornment (as a bracelet or ring or necklace) made of precious metals and set with gems (or imitation gems).

jewellery, jewelry

ଅର୍ଥ : ମୁଣ୍ଡରେ ପିନ୍ଧା ଯାଉଥିବା ଏକ ଗହଣା

ଉଦାହରଣ : ତାହାର ମୁଣ୍ଡରେ ମୁଣ୍ଡଫୁଲ ସୁଶୋଭିତ ହେଉଥିଲା

ସମକକ୍ଷ : ମୁଣ୍ଡଫୁଲ

सिर पर पहना जाने वाला एक गहना।

उसके सिर पर सिरफूल सुशोभित हो रहा था।
सिरफूल

An adornment (as a bracelet or ring or necklace) made of precious metals and set with gems (or imitation gems).

jewellery, jewelry

ଅର୍ଥ : ଯେଉଁ ଗହଣା ସ୍ତ୍ରୀମାନେ ମୁଣ୍ଡରେ ପିନ୍ଧନ୍ତି

ଉଦାହରଣ : ଅଶୋକ ବାଟିକାରେ ସୀତା ନିଜ ମଥାରୁ ମଥାମଣି ଓହ୍ଲାଇ ହନୁମାନଙ୍କୁ ଦେଇଥିଲା

ସମକକ୍ଷ : ଚୂଡାମଣି, ବେଣୀଫୁଲ

एक प्रकार का गहना जिसे स्त्रियाँ सिर पर पहनती हैं।

अशोक वाटिका में सीताजी ने अपने सिर से चूड़ामणि उतारकर हनुमानजी को दे दिया।
चूड़ा-मणि, चूड़ामणि, बेणीफूल, सीसफूल