ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମତ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମତ୍ତ   ବିଶେଷ୍ୟ

ଅର୍ଥ : ଜଣେ ରାକ୍ଷସ

ଉଦାହରଣ : ମତ୍ତ ମାଲ୍ୟବାନର ପୁତ୍ର ଥିଲା

एक राक्षस।

मत्त माल्यवान का पुत्र था।
मत्त

ମତ୍ତ   ବିଶେଷଣ

ଅର୍ଥ : ଯେ ମଦରେ ଉନ୍ମତ୍ତ ବା ନିଶାରେ ମସ୍ତ ହୋଇଛି

ଉଦାହରଣ : ମଦୋନ୍ମତ୍ତ ବ୍ୟକ୍ତି ଅନର୍ଥକ କଥା ବକୁଥାଏ

ସମକକ୍ଷ : "ମଦୋନ୍ମତ୍ତ, ପ୍ରମତ୍ତ, ମତୁଆଲା, ମଦମସ୍ତ, ମଦାନ୍ଧ

जो मद में उन्मत्त हो या नशे में मस्त हो।

मदोन्मत्त व्यक्ति अनाप-सनाप बक रहा था।
अलमस्त, धुत, धुत्त, प्रमत्त, मतवार, मतवाला, मत्त, मदमस्त, मदहोश, मदांध, मदोन्मत्त, शौंड, शौण्ड

Stupefied or excited by a chemical substance (especially alcohol).

A noisy crowd of intoxicated sailors.
Helplessly inebriated.
drunk, gone, inebriated, intoxicated, ripped