ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମତାନ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମତାନ୍ଧ   ବିଶେଷଣ

ଅର୍ଥ : ରୁଢ଼ିବାଦୀ ଢଙ୍ଗରେ କୌଣସି ମତକୁ ମାନିବାଲୋକ ବା ନବୁଝି-ନଶୁଝି କିମ୍ବା ଆଖିବୁଜି କୌଣସି ମତକୁ ମାନିନେବ ଲୋକ

ଉଦାହରଣ : ମତାନ୍ଧ ବ୍ୟକ୍ତି ହିଁ ସାମଜିକ ଦ୍ୱେଷ ଉତ୍ପନ୍ନ କରିଥାନ୍ତି

ସମକକ୍ଷ : କଟ୍ଟରପନ୍ଥୀ

रूढिवादी ढंग से किसी मत को मानने वाला या बिना समझे-बूझे या आँखें बंद करके किसी मत को मानने वाला।

मतांध व्यक्ति ही सामाजिक द्वेष उत्पन्न करते हैं।
कट्टरपंथी, कट्टरवादी, मतांध

Adhering to what is commonly accepted.

An orthodox view of the world.
orthodox