ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମତବାଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମତବାଦ   ବିଶେଷ୍ୟ

ଅର୍ଥ : କୌଣସି ଧର୍ମର ମୂଳ କଥା ଯାହାକୁ ଗ୍ରହଣ କଲେ ସେ ବ୍ୟକ୍ତି ସେହି ଧର୍ମରେ ସମ୍ମିଳିତ ହୋଇଯାଏ

ଉଦାହରଣ : କବୀର ଅଦ୍ୱୈତ ମତବାଦକୁ ମାନୁଥିଲେ

ସମକକ୍ଷ : ବିଶ୍ୱାସ

किसी धर्म की वह मूल बात जिसे मान लेने पर वह व्यक्ति उस धर्म में सम्मिलित हो जाता है।

कबीर अद्वैत की अक़ीदत मानते थे।
अक़ीदत, अक़ीदा, अकीदत, अकीदा

ଅର୍ଥ : ବିଦ୍ୟା, କଳା ଆଦି ସମ୍ବନ୍ଧରେ କୌଣସି ବିଦ୍ୱାନଙ୍କଦ୍ୱାରା ପ୍ରତିପାଦିତ ଯେଉଁ ସିଦ୍ଧାନ୍ତକୁ ଅନେକ ଲୋକ ମାନିଥାନ୍ତି

ଉଦାହରଣ : ଡାରୱିନଙ୍କର କ୍ରମବିକାଶ ସିଦ୍ଧାନ୍ତ ଅନୁସାରେ ମଣିଷର ବି ଲାଞ୍ଜ ଥିଲା

ସମକକ୍ଷ : ସିଦ୍ଧାନ୍ତ

विद्या, कला आदि के संबंध में किसी विद्वान द्वारा प्रतिपादित या स्थापित कोई ऐसी मूल बात या मत जिसे बहुत लोग ठीक मानते हों।

डार्विन के विकास सिद्धांत के अनुसार मानव की भी पूँछ थी।
थ्योरी, मत, वाद, सिद्धांत, सिद्धान्त