ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମତପତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମତପତ୍ର   ବିଶେଷ୍ୟ

ଅର୍ଥ : ଯେଉଁ ପତ୍ରରେ ନିର୍ବାଚିତ ହେଉଥିବା ଲୋକମାନଙ୍କ ନାମ, ନିର୍ବାଚନ ଚିହ୍ନଆଦି ରହିଥାଏ ତଥା ଯେଉଁଥିରେ ନିଜ ତରଫରୁ କୌଣସି ମୋହର ମାରି ମତଦାତା କୌଣସି ଲୋକ ପକ୍ଷରେ ନିଜ ମତ ପ୍ରଦାନ କରେ

ଉଦାହରଣ : ସଠିକ ସ୍ଥାନରେ ଚିହ୍ନ ଲଗା ନଯାଇଥିବା କାରଣରୁ କେତେକ ମତପତ୍ରକୁ ରଦ୍ଦ କରିଦିଆଗଲା

ସମକକ୍ଷ : ବାଲାଟ୍ ପେପର, ମତଦାନ ପତ୍ର

वह पत्र जिस पर निर्वाचित होने वाले व्यक्तियों के नाम,चुनाव चिह्न आदि रहते हैं तथा जिस पर अपनी ओर से कोई चिह्न लगाकर मतदाता किसी व्यक्ति के पक्ष में अपना मत देता है।

सही जगह पर निशान न लगे होने के कारण कई मत-पत्र रद्द कर दिए गए।
बैलट पेपर, बैलट-पेपर, बैलेट पेपर, मत पत्र, मत-पत्र, मतदान पत्र, मतदान-पत्र, मतपत्र

A document listing the alternatives that is used in voting.

ballot