ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଙ୍ଗ ବୁଲାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଙ୍ଗ ବୁଲାଇବା   କ୍ରିୟାପଦ

ଅର୍ଥ : ଡଙ୍ଗା ଚଲାଇବା ସମୟରେ ମଙ୍ଗ ମୋଡ଼ିବା

ଉଦାହରଣ : ନାବିକ ଡଙ୍ଗା ବୁଲାଇବାପାଇଁ ମଙ୍ଗମୋଡ଼ୁଛି

ସମକକ୍ଷ : ମଙ୍ଗ ଘୁରାଇବା, ମଙ୍ଗ ମୋଡ଼ିବା

* नाव चलाते समय पतवार घुमाना।

नाविक नाव को मोड़ने के लिए पतवार घुमा रहा है।
पतवार घुमाना, पतवार मोड़ना

Turn the oar, while rowing.

feather, square