ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମକଦ୍ଦମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମକଦ୍ଦମା   ବିଶେଷ୍ୟ

ଅର୍ଥ : ଯେଉଁ ବିଷୟରେ ଦୁଇ ବା ଅଧିକ ବିରୋଧୀ ପକ୍ଷ ରହିଛନ୍ତି ଏବଂ ଯାହାର ସତ୍ୟତା ନିର୍ଣ୍ଣୟ କରିବାକୁ ଅଛି

ଉଦାହରଣ : ରାମ ଓ ଶ୍ୟାମ ମଧ୍ୟରେ ଚାଲିଥିବା ଜମି ମାମଲାର ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇନାହିଁ

ସମକକ୍ଷ : ମକଦମା, ମାମଲା, ମୋକଦମା, ମୋକଦ୍ଦମା

ऐसी बात जिसके विषय में दो या अधिक विरोधी पक्ष हों और जिसकी सत्यता का निर्णय होने को हो।

राम और श्याम के बीच चल रहे भूमि के विवाद का अभी तक कोई फैसला नहीं हुआ है।
विवाद

A disagreement or argument about something important.

He had a dispute with his wife.
There were irreconcilable differences.
The familiar conflict between Republicans and Democrats.
conflict, difference, difference of opinion, dispute

ଅର୍ଥ : ଅଭିଯୋଗ, ଅପରାଧ, ଅଧିକାର ବା ଦେବାନେବା ଆଦିସହ ସମ୍ବନ୍ଧିତ ଯେଉଁ ବିବାଦ ନ୍ୟାୟାଳୟରେ କୌଣସି ପକ୍ଷ ତରଫରୁ ବିଚାର ପାଇଁ ଉପସ୍ଥାପିତ କରାଯାଏ

ଉଦାହରଣ : ଏହି ମକଦ୍ଦମା ନ୍ୟାୟଳୟର ବିଚାରଧୀନ ଅଛି

ସମକକ୍ଷ : କେସ, ମକଦମା, ମାମଲା

अभियोग, अपराध, अधिकार या लेन-देन आदि से संबंध रखने वाला वह विवाद जो न्यायालय के सामने किसी पक्ष की ओर से विचार के लिए रखा जाए।

यह मुकदमा न्यायालय में विचाराधीन है।
अभियोग, कांड, काण्ड, केस, मामला, मुआमला, मुकदमा, मुकद्दमा, मुक़दमा, मुक़द्दमा, वाद

A comprehensive term for any proceeding in a court of law whereby an individual seeks a legal remedy.

The family brought suit against the landlord.
case, causa, cause, lawsuit, suit

ଅର୍ଥ : ମକଦ୍ଦମା ଲଢ଼ିବାର କାର୍ଯ୍ୟ

ଉଦାହରଣ : ରମେଶ ମକଦ୍ଦମାରେ ବହୁତ ଗୁଡ଼ିଏ ପଇସା ଖର୍ଚ୍ଚ କଲା

मुकदमा लड़ने का कार्य।

रमेश ने मुकदमेबाजी में बहुत सारा पैसा खर्च कर दिया।
मुकदमेबाजी, मुकद्दमेबाजी, मुक़दमेबाज़ी, मुक़दमेबाजी, मुक़द्दमेबाजी