ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଂଦାକିନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଂଦାକିନୀ   ବିଶେଷ୍ୟ

ଅର୍ଥ : ଗଙ୍ଗାର ଏକ ଉପନଦୀ

ଉଦାହରଣ : ମନ୍ଦାକିନୀ ହିମାଳୟରୁ ବହାରିଥିବା ଏକ ଛୋଟ ନଦୀ

ସମକକ୍ଷ : ମନ୍ଦାକିନୀ

गंगा की एक सहायक नदी।

मंदाकिनी हिमालय से निकलने वाली एक छोटी नदी है।
मंदाकिनी, मंदाकिनी नदी, मन्दाकिनी, मन्दाकिनी नदी

A branch that flows into the main stream.

affluent, confluent, feeder, tributary

ଅର୍ଥ : ଗୋଟିଏ ବର୍ଣ୍ଣ ବୃତ୍ତ

ଉଦାହରଣ : ମନ୍ଦାକିନୀର ପ୍ରତ୍ୟେକ ଚରଣରେ ଦୁଇ ନଗଣ ଏବଂ ଦୁଇ ରଗଣ କ୍ରମରେ ରହିଥାଏ

ସମକକ୍ଷ : ମନ୍ଦାକିନୀ

एक वर्णवृत्त।

मंदाकिनी के प्रत्येक चरण में क्रम से दो नगण एवं दो रगण होते हैं।
मंदाकिनी, मन्दाकिनी

(prosody) a system of versification.

poetic rhythm, prosody, rhythmic pattern