ଅର୍ଥ : ଗଙ୍ଗାର ଯେଉଁ ଧାର ସ୍ୱର୍ଗରେ ଅଛି
ଉଦାହରଣ :
କୁହାଯାଏ ଯେ ଭଗୀରଥ ତପସ୍ୟା କରି ନିଜ ପୂର୍ବପୁରୁଷଙ୍କୁ ଉଦ୍ଧାର କରିବା ନିମନ୍ତେ ମନ୍ଦାକିନୀଙ୍କୁ ପୃଥିବୀ ଉପରକୁ ଆଣିଥିଲେ
ସମକକ୍ଷ : ଆକାଶଗଙ୍ଗା, ସ୍ୱର୍ଗଙ୍ଗା
ଅର୍ଥ : ଗୋଟିଏ ବର୍ଣ୍ଣ ବୃତ୍ତ
ଉଦାହରଣ :
ମନ୍ଦାକିନୀର ପ୍ରତ୍ୟେକ ଚରଣରେ ଦୁଇ ନଗଣ ଏବଂ ଦୁଇ ରଗଣ କ୍ରମରେ ରହିଥାଏ
ସମକକ୍ଷ : ମଂଦାକିନୀ