ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଂଗଳସୂତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଂଗଳସୂତ୍ର   ବିଶେଷ୍ୟ

ଅର୍ଥ : ଏକ ଆଭୂଷଣ ଯାହାକୁ ବିବାହିତା ନିଜ ଗଳାରେ ପିନ୍ଧେ ଏବଂ ଯାହାକୁ ସୌଭାଗ୍ୟ-ସୂଚକ ବୋଲି ବିଚାର କରାଯାଏ

ଉଦାହରଣ : ଭାରତର କିଛି ଅଞ୍ଚଳରେ ବିବାହ ପରେ ମଙ୍ଗଳସୂତ୍ର ପିନ୍ଧିବାର ପ୍ରଥା ରହିଛି

ସମକକ୍ଷ : ମଙ୍ଗଳସୂତ୍ର

एक आभूषण जो विवाहिता अपने गले में पहनती है और जो सौभाग्य का सूचक माना जाता है।

भारत के कुछ क्षेत्रों में शादी के बाद मंगलसूत्र पहनने का रिवाज़ है।
मंगल सूत्र, मंगलसूत्र

Jewelry consisting of a cord or chain (often bearing gems) worn about the neck as an ornament (especially by women).

necklace