ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୌଗୋଳିକ କ୍ଷେତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ପୃଥିବୀର କୌଣସି ବଡ଼ ଭାଗ ବା କ୍ଷେତ୍ର

ଉଦାହରଣ : ଭାରତ ଏଭଳି ଏକ ଭୂ-ଖଣ୍ଡ, ଯେଉଁଠାରେ ନାନା ପ୍ରକାରର ଭାଷା କୁହାଯାଇଥାଏ

ସମକକ୍ଷ : ଭୂ-ଖଣ୍ଡ, ଭୂକ୍ଷେତ୍ର, ଭୂଭାଗ

पृथ्वी का कोई बड़ा भाग या क्षेत्र।

भारत एक ऐसा भू-भाग है जहाँ नाना प्रकार की भाषाएँ बोली जाती हैं।
भू-क्षेत्र, भू-भाग, भूभाग, भौगोलिक क्षेत्र

A large indefinite location on the surface of the Earth.

Penguins inhabit the polar regions.
region