ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭେଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭେଳା   ବିଶେଷ୍ୟ

ଅର୍ଥ : ବହୁତ ନୌକା, ଜାହାଜ ଆଦିର ଭେଳା

ଉଦାହରଣ : ସମୁଦ୍ର କୂଳରେ ଭେଳା ଲାଗିଛି

बहुत सी नावों, जहाज़ों आदि का समूह।

समुद्र किनारे बेड़ा लगा हुआ है।
बेड़ा

A group of steamships operating together under the same ownership.

fleet

ଅର୍ଥ : ନଦୀ ପାର କରିବା ନିମନ୍ତେ ବାଉଁଶଆଦିରେ ତିଆରି କରା ଯାଇଥିବା ଏକ ଗଢ଼ଣ ଯାହା ନୌକାର କାମ ଦିଏ

ଉଦାହରଣ : ଆମେ ସବୁ ଭେଳାରେ ନଦୀ ପାର ହେଲୁ

नदी पार करने के लिए लट्ठों आदि से बनाया हुआ वह ढाँचा जो नाव का काम करता है।

हम लोगों ने बेड़े से नदी को पार किया।
तरापा, तिरना, बेड़ा

A flat float (usually made of logs or planks) that can be used for transport or as a platform for swimmers.

raft

ଅର୍ଥ : ଛୋଟ ନଦୀ ଆଦି ପାର ହେବା ପାଇଁ ବାଉଁଶ ଅଦି ବାନ୍ଧି ତିଆରି କରାଯାଇଥିବା ଗଢ଼ଣ

ଉଦାହରଣ : ଆମେ ଭେଳାରେ ନଦୀ ପାରିହେଲୁ

बाँसों में घड़े बाँधकर बनाया हुआ ढाँचा जिससे छोटी नदी आदि पार की जाती है।

हम लोगों ने घड़नैल से नदी पार की।
उड़प, उड़ुप, घड़नई, घड़नैल