ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୂମିକମ୍ପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୂମିକମ୍ପ   ବିଶେଷ୍ୟ

ଅର୍ଥ : ପ୍ରାକୃତିକ କାରଣ ଯୋଗୁ ପୃଥିବୀ ଭିତର ଭାଗର କିଛି ଓଲଟ ପାଲଟ ହେବା କାରଣରୁ ଉପର ସ୍ତର ହଠାତ ଦୋହଲିବା କ୍ରିୟା

ଉଦାହରଣ : ୨୦୦୧ ମସିହାର ଗୁଜରାଟ ଭୂମିକମ୍ପରେ ବହୁତ ଲୋକ ମରିଯାଇଥିଲେ

ସମକକ୍ଷ : ଭୂକମ୍ପ

प्राकृतिक कारणों से पृथ्वी के भीतरी भाग में कुछ उथल-पुथल होने से ऊपरी भाग के सहसा हिलने की क्रिया।

२००१ में गुज़रात में आये भूकंप में काफ़ी लोग मारे गये थे।
जलजला, ज़लज़ला, भू-कंप, भू-कम्प, भूकंप, भूकम्प, भूचाल, भूडोल, भूमिकंप, भूमिकम्प

Shaking and vibration at the surface of the earth resulting from underground movement along a fault plane or from volcanic activity.

earthquake, quake, seism, temblor