ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୂମଧ୍ୟରେଖା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୂମଧ୍ୟରେଖା   ବିଶେଷ୍ୟ

ଅର୍ଥ : ଭୂଗୋଳରେ ପୃଥିବୀର ପୃଷ୍ଠର ଠିକ ମଧ୍ୟଭାଗକୁ ସୂଚିତ କରୁଥିବା ଏକ କାଳ୍ପନିକ ରେଖା ଯାହା ଦୁଇଟି ମେରୁଠାରୁ ସମାନ ଦୂରତାରେ ଥାଏ

ଉଦାହରଣ : ବିଷୁବରେଖାର ଆଖପାଖରେ ସବୁଠାରୁ ବେଶି ଗରମ ହୁଏ

ସମକକ୍ଷ : ଧ୍ରୁବରେଖା, ବିଷୁବରେଖା

भूगोल में पृथ्वी तल का ठीक मध्य सूचित करनेवाली एक कल्पित रेखा जो दोनों ध्रुवों से बराबर दूरी पर पड़ती है।

भूमध्यरेखा के आस-पास सबसे अधिक गरमी पड़ती है।
ध्रुवरेखा, भूमध्य रेखा, भूमध्य-रेखा, भूमध्यरेखा, विषुव रेखा, विषुव-रेखा, विषुवत रेखा, विषुवत-रेखा, विषुवतरेखा, विषुवत् रेखा, विषुवत्-रेखा, विषुवरेखा

An imaginary line around the Earth forming the great circle that is equidistant from the north and south poles.

The equator is the boundary between the northern and southern hemispheres.
equator