ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୂତବାଧା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୂତବାଧା   ବିଶେଷ୍ୟ

ଅର୍ଥ : ଭୁତପ୍ରେତ ଆଦି ପ୍ରଭାବରୁ ହେଉଥିବା ଶାରିରୀକ କଷ୍ଟ

ଉଦାହରଣ : ପ୍ରେତବାଧା ଦୂର କରିବା ପାଇଁ ଗୁଣିଆକୁ ଡକାଗଲା

ସମକକ୍ଷ : ପ୍ରେତବାଧା, ଭୂତପ୍ରେତବାଧା

भूत-प्रेत आदि के कारण होने वाला शारीरिक कष्ट।

प्रेतबाधा दूर करने के लिए ओझाजी को बुलाया गया।
आवेश, आसेब, प्रेत बाधा, प्रेत-बाधा, प्रेतबाधा, बाधा

ଅର୍ଥ : ଭୂତପ୍ରେତଆଦିଙ୍କ କାରଣରୁ ହେଉଥିବା ଶାରୀରିକ କଷ୍ଟ

ଉଦାହରଣ : ନିଜ ଘରୁ ଭୂତବାଧା ଦୂର କରିବାପାଇଁ ଶ୍ୟାମ ଜଣେ ତାନ୍ତ୍ରିକକୁ ଡାକିଲା

भूत-प्रेत आदि के कारण होनेवाला शारीरिक कष्ट।

अपने घर से भूतबाधा दूर करने के लिए श्याम ने एक तांत्रिक को बुलाया।
अपछाया, छूत, प्रेतग्रस्तता, प्रेतछाया, भूत-बाधा, भूतबाधा