ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୂତପ୍ରେତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୂତପ୍ରେତ   ବିଶେଷ୍ୟ

ଅର୍ଥ : କୌଣସି ମୃତ ବ୍ୟକ୍ତିର ଆତ୍ମାର ମୋକ୍ଷ ବା ଭକ୍ତି ରହିତ ରୂପ ଯାହା ପ୍ରାୟ କଷ୍ଟଦାୟକ ଓ ଅମାଙ୍ଗଳିକ କାର୍ଯ୍ୟ କରିଥାଏ

ଉଦାହରଣ : ବିଜ୍ଞାନ ଭୂତର ଅସ୍ତିତ୍ୱକୁ ଅସ୍ୱୀକାର କରେ

ସମକକ୍ଷ : ପିଶାଚ, ପ୍ରେତ, ଭୂତ

किसी मृत व्यक्ति की आत्मा का वह रूप जो मोक्ष या मुक्ति के अभाव में उसे प्राप्त होता है और जिसमें वह प्रायः कष्टदायक और अमांगलिक कार्य करता है।

विज्ञान भूतों के अस्तित्व को नकारता है।
आसेब, छाया, जिन, पिशाच, प्रेत, बैताल, भूत, भूत-प्रेत, वैताल, सत्त्व, सत्व, साया

The visible disembodied soul of a dead person.

ghost