ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୁଜାଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୁଜାଲି   ବିଶେଷ୍ୟ

ଅର୍ଥ : ଏକ ପ୍ରକାରର ଛୋଟ ବର୍ଚ୍ଛା

ଉଦାହରଣ : ଶିକାରୀ ଭୁଜାଲିରେ ବାର୍ହା ଉପରେ ଆକ୍ରମଣ କଲା

एक प्रकार की बरछी।

शिकारी ने भुजाली से जंगली सूअर पर वार किया।
भुजाली

ଅର୍ଥ : ଛୁରୀ ଭଳି ଏକ ହତିଆର ଯାହାର ଅଗ ଆଗ ଆଡକୁ ବଙ୍କା ହୋଇ ରହିଥାଏ

ଉଦାହରଣ : ମନୋହର ଭୁଜାଲିରେ ସାପକୁ ଦୁଇ ଖଣ୍ଡ କରିଦେଲା

कटारी की तरह का एक हथियार जिसकी नोक आगे की ओर झुकी होती है।

मनोहर ने जमधर से साँप के दो टुकड़े कर दिए।
जमडाढ़, जमधर