ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୀମରଥ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୀମରଥ   ବିଶେଷ୍ୟ

ଅର୍ଥ : କାଶୀରେ ରାଜତ୍ୱ କରୁଥିବା ଜଣେ ଚନ୍ଦ୍ରବଂଶୀ ରାଜା

ଉଦାହରଣ : ଦିବୋଦାସ ଭୀମରଥଙ୍କ ପୁତ୍ର ଥିଲେ

एक चंद्रवंशी राजा जो काशी में राज्य करते थे।

दिवोदास भीमरथ के पुत्र थे।
भीमरथ

A prince or king in India.

raja, rajah

ଅର୍ଥ : ଗୋଟିଏ ଅସୁର

ଉଦାହରଣ : ବିଷ୍ଣୁ କୂର୍ମ ଅବତାରରେ ଭୀମରଥକୁ ମାରିଥିଲେ

एक असुर।

भीमरथ को विष्णु ने कूर्म अवतार में मारा था।
भीमरथ

ଅର୍ଥ : ଧୃତରାଷ୍ଟ୍ରଙ୍କର ଜଣେ ପୁଅ

ଉଦାହରଣ : ଭାଗବତରେ ଭୀମରଥଙ୍କ ବର୍ଣ୍ଣନା ମିଳେ

धृतराष्ट्र के एक पुत्र।

भीमरथ का वर्णन भागवत में मिलता है।
भीमरथ

An imaginary being of myth or fable.

mythical being