ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭିଡ଼ିମୋଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭିଡ଼ିମୋଡ଼ି   ବିଶେଷ୍ୟ

ଅର୍ଥ : ଶରୀରର ସେହି କ୍ରିୟା ଯେଉଁଥିରେ ଶରୀରର ଗଣ୍ଡି ଏବଂ ବାହୁ କିଛି ସମୟ ପାଇଁ ଟାଣି ହୁଏ ବା ମୋଡ଼ି ହୁଏ

ଉଦାହରଣ : ସେ ବିଛଣା ଉପରେ ଭିଡ଼ିମୋଡ଼ି ହୋଇ ଉଠିଲା

शरीर की वह स्वाभाविक क्रिया जिसमें धड़ और बाँहें कुछ समय के लिए तनती या ऐंठती हैं।

वह बिस्तरे पर से अँगड़ाई लेते हुए उठा।
अँगड़ाई, अंगड़ाई, अकरास, अङ्गड़ाई