ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭିନ୍ନ ସଂଖ୍ୟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭିନ୍ନ ସଂଖ୍ୟା   ବିଶେଷ୍ୟ

ଅର୍ଥ : ଗଣିତରେ ଏକକରୁ କମ ବା ଏହାର କୌଣସି ଭାଗକୁ ସୂଚିତ କରୁଥିବା କୌଣସି ସଂଖ୍ୟା

ଉଦାହରଣ : ଆଜି ଅଧ୍ୟାପକ ଘରେ କରିବାପାଇଁ ଭିନ୍ନ ସଂଖ୍ୟା ସମ୍ବଳିତ ପ୍ରଶ୍ନ ଦେଇଛନ୍ତି

ସମକକ୍ଷ : ଭଗ୍ନାଂଶ

गणित में, इकाई से कुछ कम या उसका कोई भाग सूचित करने वाली कोई संख्या।

आज अध्यापक जी ने गृह कार्य के लिए भिन्न संख्या से संबंधित प्रश्न दिए हैं।
बटा, भिन्न, भिन्न संख्या, भिन्नांक

The quotient of two rational numbers.

fraction