ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭିତ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭିତ୍ତି   ବିଶେଷ୍ୟ

ଅର୍ଥ : (ଶରୀର ବିଜ୍ଞାନ) ଯେଉଁ ପରସ୍ତଟି ଶରୀରର କୌଣସି ସରଞ୍ଚନା ଆଦିକୁ ଘେରି ରହିଛି

ଉଦାହରଣ : ବାହିକାର ଭିତ୍ତି ଟିକେ ମୋଟା ହୋଇଥାଏ କୋଶିକାଗୁଡ଼ିକର ବି ଭିତ୍ତି ଥାଏ

ସମକକ୍ଷ : କାନ୍ଥ

(शरीर विज्ञान) वह परत जो शरीर के किसी संरचना आदि को घेरे रहती है।

वाहिका की भित्ति थोड़ी मोटी होती है।
कोशिकाओं की भी भित्ति होती है।
दीवार, दीवाल, भित्ति

(anatomy) a layer (a lining or membrane) that encloses a structure.

Stomach walls.
paries, wall