ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାନ୍ଥ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାନ୍ଥ   ବିଶେଷ୍ୟ

ଅର୍ଥ : କୌଣସି ପଦାର୍ଥର ଯେଉଁ ସ୍ତରଦ୍ୱାରା କିଛି ସ୍ଥାନ ଘେରାହୋଇ ଥାଏ

ଉଦାହରଣ : ଏହି ଟାଙ୍କିର କାନ୍ଥ ବହୁତ ମୋଟା

ସମକକ୍ଷ : ଦେବାଲ

किसी पदार्थ की वह सतह जिससे कोई जगह घिरी होती है।

इस टंकी की दीवार बहुत मोटी है।
दीवार, दीवाल, भित्ति

A layer of material that encloses space.

The walls of the cylinder were perforated.
The container's walls were blue.
wall

ଅର୍ଥ : କାନ୍ଥଭଳି ସୀଧା‌‌ ବା ଦଣ୍ଡାୟମାନ ପଥରର ସମତଳ ସ୍ତର

ଉଦାହରଣ : ପାହାଡ଼ ଓ ଗୁମ୍ଫାଗୁଡ଼ିକରେ କାନ୍ଥ ଥାଏ

* दीवार की तरह सीधी या खड़ी एक चट्टानी समतल सतह।

दीवार पहाड़ों और गुफाओं में होती है।
दीवार, दीवाल

A vertical (or almost vertical) smooth rock face (as of a cave or mountain).

wall

ଅର୍ଥ : (ଶରୀର ବିଜ୍ଞାନ) ଯେଉଁ ପରସ୍ତଟି ଶରୀରର କୌଣସି ସରଞ୍ଚନା ଆଦିକୁ ଘେରି ରହିଛି

ଉଦାହରଣ : ବାହିକାର ଭିତ୍ତି ଟିକେ ମୋଟା ହୋଇଥାଏ କୋଶିକାଗୁଡ଼ିକର ବି ଭିତ୍ତି ଥାଏ

ସମକକ୍ଷ : ଭିତ୍ତି

(शरीर विज्ञान) वह परत जो शरीर के किसी संरचना आदि को घेरे रहती है।

वाहिका की भित्ति थोड़ी मोटी होती है।
कोशिकाओं की भी भित्ति होती है।
दीवार, दीवाल, भित्ति

(anatomy) a layer (a lining or membrane) that encloses a structure.

Stomach walls.
paries, wall