ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭିକ୍ଷୁଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭିକ୍ଷୁଣୀ   ବିଶେଷ୍ୟ

ଅର୍ଥ : ବୌଦ୍ଧ ଧର୍ମ ଅନୁଯାୟୀ ହୋଇଥିବା ସାଧିକା ବା ବୌଦ୍ଧ ସାଧ୍ୱୀ

ଉଦାହରଣ : ଜଣେ ବୌଦ୍ଧ ଭିକ୍ଷୁଣୀ ବୌଦ୍ଧ ମନ୍ଦିରକୁ ସଫା କରୁଛନ୍ତି

ସମକକ୍ଷ : ବୌଦ୍ଧ ଭିକ୍ଷୁଣୀ, ଶ୍ରମଣା

वह साधिका या साधुनी जो बौद्ध धर्म की अनुयायी हो।

एक बौद्ध भिक्षुणी बौद्ध मंदिर की सफ़ाई कर रही है।
बौद्ध भिक्षुणी, भिक्षुणी, श्रमका, श्राविका

A woman religious.

nun