ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭାର୍ଯ୍ୟାହୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭାର୍ଯ୍ୟାହୀନ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତିର ଭାର୍ଯ୍ୟା ବା ପତ୍ନୀ ନ ଥାଏ

ଉଦାହରଣ : ଭାର୍ଯ୍ୟାହୀନକୁ ଏକ ଘରକରଣା ସ୍ତ୍ରୀର ଆବଶ୍ୟକତା ଅଛି

ସମକକ୍ଷ : ସ୍ତ୍ରୀହୀନ

वह जिसकी भार्या या पत्नी न हो।

अभार्य को एक घरेलू स्त्री की तलाश है।
अभार्य