ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭାରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭାରା   ବିଶେଷ୍ୟ

ଅର୍ଥ : ଯେଉଁ ଧଡ଼ା ଉପରେ ବସି କାରୀଗରମାନେ କାମ କରନ୍ତି

ଉଦାହରଣ : କାରୀଗର ଭାରାରୁ ଓହ୍ଲାଇ କଥାହେବାକୁ ଲାଗିଲା

ସମକକ୍ଷ : ଧଡ଼ା

वह ढाँचा जिस पर बैठकर कारीगर काम करते हैं।

कारीगर पाढ़ से उतरकर बात करने लगा।
पाढ़

ଅର୍ଥ : ଯେଉଁ କାଠ ତେଣ୍ଡାକୁ ଓଲଟା ବୁଲେଇବାରୁ ରୋକେ

ଉଦାହରଣ : ଭାରା ହଠାତ୍‌ ଭାଙ୍ଗି ଗଲା

रहट की वह लकड़ी जो उसे उल्टा घूमने से रोकती है।

अड्डा अचानक टूट गया।
अड्डा

ଅର୍ଥ : କାନ୍ଥ,ଘର ଆଦି ତିଆରି କରିବାପାଇଁ ହୋଇଥିବା ଯେଉଁ ସରଞ୍ଚନା ଉପରେ ମିସ୍ତ୍ରୀ,ମଜୁରିଆ ଆଦି କାମ କରନ୍ତି

ଉଦାହରଣ : ଭାରା ଭାଙ୍ଗିଯିବାରୁ ଜଣେ ମଜୁରିଆ ତଳେ ପଡିଗଲା

दीवार, मकान आदि बनाने के लिए खड़ी की जानेवाली रचना जिसपर चढ़कर मिस्त्री,मजदूर आदि काम करते हैं।

पाइट के टूटते ही एक मजदूर नीचे आ गिरा।
पाइट, पाड़

A system of scaffolds.

scaffolding, staging