ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭାବାବେଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭାବାବେଶ   ବିଶେଷ୍ୟ

ଅର୍ଥ : ଭାବର ଆଧିକ୍ୟ ଯୋଗୁଁ ହେଉଥିବା ଅବସ୍ଥା

ଉଦାହରଣ : ସାମାନ୍ୟ ସ୍ଥିତିରେ ହେଉଥିବା କାମକୁ ବି ଲୋକ କେବେ କେବେ ଭାବାବେଶରେ କରିଦେଇଥାଏ

भाव की अधिकता के कारण होनेवाला आवेश।

सामान्य स्थिति में न होनेवाला काम भी कभी-कभी आदमी भावावेश में कर जाता है।
भावावेश

A strong feeling or emotion.

passion, passionateness