ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭାଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭାଟି   ବିଶେଷ୍ୟ

ଅର୍ଥ : ଦେଶୀ ମଦ ତିଆରି ଓ ବିକ୍ରି ସ୍ଥାନ

ଉଦାହରଣ : ସେ ସବୁଦିନେ ମଦ ପିଇବାକୁ ଭାଟିକୁ ଯାଏ

देशी शराब बनाने और बेचने का स्थान।

वह प्रतिदिन भट्टी पर शराब पीने जाता है।
अभिस्रावणी, भट्टी, भट्ठी, शराब भट्टी, शराब भट्ठी

ଅର୍ଥ : ଇଟାଆଦିରେ ତିଆରି ହୋଇଥିବା ଏକ ପ୍ରକାର ବଡ଼ଚୁଲି ଯେଉଁଥିରେ ଖାଦ୍ୟ ପ୍ରସ୍ତୁତ ହୁଏ

ଉଦାହରଣ : କୈଳାସ ଚୁଲାରେ ମିଠାଇ ତିଆରି କରୁଛି

ସମକକ୍ଷ : ଚୁଲା

विशेष आकार और प्रकार का ईंटों आदि से घिरा हुआ स्थान जिस पर कारीगर अनेक प्रकार की वस्तुएँ पकाते या गलाते हैं।

अलग-अलग कार्यों के लिये भट्ठियों के आकार-प्रकार भी अलग-अलग होते हैं।
भट्टी, भट्ठी, भाठी

Kitchen appliance used for baking or roasting.

oven

ଅର୍ଥ : ଧାତୁ ତରଳେଇବାର ଭାଟି

ଉଦାହରଣ : କାରିଗର ଭାଟିରେ ଧାତୁଗୁଡ଼ିକ ତରଳାଉଛି

धातु गलाने की भट्ठी।

कारीगर धम्हा पर धातुओं को गला रहा है।
धम्हा

ଅର୍ଥ : ବଣିଆର ଭାଟି

ଉଦାହରଣ : ବଣିଆ ସୁନାକୁ ଭାଟିରେ ତରଳାଉଛି

ସମକକ୍ଷ : ଆଞ୍ଚ

सोनार की भट्ठी।

सोनार सोने को अँगीठी में तपा रहा है।
अँगीठा, अंगीठा