ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବଣିଆର ଭାଟି
ଉଦାହରଣ : ବଣିଆ ସୁନାକୁ ଭାଟିରେ ତରଳାଉଛି
ସମକକ୍ଷ : ଭାଟି
सोनार की भट्ठी।
ଅର୍ଥ : ଅଗ୍ନିର ତାପ
ଉଦାହରଣ : ଚୂହ୍ଲି ପାଖରେ ବସିବାରୁ ଆଞ୍ଚ ଲାଗୁଛି
आग का ताप।
ଅର୍ଥ : ଜଳୁଥିବା କାଠ, କୋଇଲା ବା ଗଣ୍ଡିର ଛୋଟ ଖଣ୍ଡ
ଉଦାହରଣ : ମା’ ଆଞ୍ଚରେ ରୋଟି ସେକୁଛନ୍ତି
जलती हुई लकड़ी, कोयले या कण्डे का टुकड़ा।
A hot fragment of wood or coal that is left from a fire and is glowing or smoldering.
ଅର୍ଥ : ନିଆଁର ଉପରକୁ ଉଠୁଥିବା ଶିଖା
ଉଦାହରଣ : ଜଙ୍ଗଲରେ ଲାଗିଥିବା ନିଆଁର ଧାସ ଆକାଶକୁ ଛୁଉଁ ଥିଲା ଧିକିଧିକି ଆଞ୍ଚରେ ଡାଲି ସିଝୁଛି
ସମକକ୍ଷ : ଜ୍ୱାଳା, ଧାସ
आग के ऊपर उठने वाली लौ।
A strong flame that burns brightly.
ସଂସ୍ଥାପନ କରନ୍ତୁ