ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭଲରେ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭଲରେ   କ୍ରିୟା ବିଶେଷଣ

ଅର୍ଥ : ବିନା ଦୁଃଖରେ ବା ଆହତ ବିନା

ଉଦାହରଣ : ମୋ ଥଟ୍ଟାମଜାକୁ ଭଲରେ ନିଅନ୍ତୁ

ସମକକ୍ଷ : ଭଲରୂପରେ

* बिना दुख आदि के या बिना आहत हुए।

मेरे मजाक को अच्छी तरह लीजिए।
अच्छी तरह, अच्छी तरह से, अच्छे से

ଅର୍ଥ : ଭଲ ଭାବରେ

ଉଦାହରଣ : ସେ ନିଜ ଦାୟିତ୍ୱ ଭଲରେ ନିର୍ବାହ କଲା

ସମକକ୍ଷ : ଉତ୍ତମ ଭାବରେ

अच्छी तरह से।

उसने अपनी जिम्मेदारी बख़ूबी निभाई।
बख़ूबी, बखूबी

Quite well.

She doesn't feel first-rate today.
first-rate, very well