ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭଲଭାବରେ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭଲଭାବରେ   କ୍ରିୟା ବିଶେଷଣ

ଅର୍ଥ : ପରିଚିତ ଭାବରେ ବା ପରିଚୟର ଆଧାରରେ ନିଜ ଜ୍ଞାନରେ

ଉଦାହରଣ : ମୁଁ ମହେଶକୁ ଭଲଭାବରେ ଜାଣିଛି

* परिचित रूप से या परिचय के आधार पर अपने ज्ञान से।

मैं महेश को अच्छी तरह जानता हूँ।
अच्छी तरह, अच्छी तरह से, अच्छे से

With great or especially intimate knowledge.

We knew them well.
intimately, well

ଅର୍ଥ : ବ୍ୟବସ୍ଥିତ ଭାବରେ

ଉଦାହରଣ : ଯେକୌଣସି କାମ ଠିକରେ କରିବା ଉଚିତ

ସମକକ୍ଷ : ଠିକରେ, ବ୍ୟବସ୍ଥାପୂର୍ବକ

In a systematic or consistent manner.

They systematically excluded women.
consistently, systematically

ଅର୍ଥ : ଲାଭପ୍ରଦ ଢଙ୍ଗରେ ବା ଏହିପରି ଯାହାଦ୍ୱାରା ଲାଭ ହେବ

ଉଦାହରଣ : ମୋର ବ୍ୟବସାୟ ଠିକ୍ଠାକ୍ ଭାବରେ ଚାଲିଛି

ସମକକ୍ଷ : ଠିକ୍ଠାକ୍ ଭାବରେ, ସୁରୁଖୁରୁରେ

लाभप्रद ढंग से या इस प्रकार से कि लाभ हो।

मेरा व्यवसाय ठीक-ठाक चल रहा है।
अच्छा, ठीक, ठीक ठाक, ठीक-ठाक, ठीकठाक, बढ़िया

In a manner affording benefit or advantage.

She married well.
The children were settled advantageously in Seattle.
advantageously, well