ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭର୍ତ୍ସନା କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭର୍ତ୍ସନା କରିବା   କ୍ରିୟାପଦ

ଅର୍ଥ : ବିଗିଡ଼ି ଯାଇ ଅବଜ୍ଞା ବା ତିରସ୍କାରପୂର୍ବକ କଡା କଥା କହିବା

ଉଦାହରଣ : ଶ୍ୟାମର ଟଙ୍କା ମାଗିବା କାରଣରୁ ବାପା ତାକୁ ଗାଳିଦେଲେ

ସମକକ୍ଷ : ଗାଳିଦେବା

अवज्ञा या तिरस्कारपूर्वक बिगड़कर कड़ी बात कहना।

श्याम के पैसा माँगने पर बाबूजी ने उसे झिड़क दिया।
झिड़कना, झिड़की देना, लताड़ना, लथाड़ना

Treat, mention, or speak to rudely.

He insulted her with his rude remarks.
The student who had betrayed his classmate was dissed by everyone.
affront, diss, insult

ଅର୍ଥ : ବହୁତ ଘୃଣା ପ୍ରକଟ କରିବା

ଉଦାହରଣ : ତୁମ କର୍ମ ଯୋଗୁଁ ହିଁ ଆଜି ସମସ୍ତେ ତୁମକୁ ଧିକ୍କାର କରୁଛନ୍ତି

ସମକକ୍ଷ : ଛିଛାକର କରିବା, ତିରସ୍କାର କରିବା, ଧିକ୍କାର କରିବା

बहुत घृणा प्रकट करना।

तुम्हारे कर्मों के कारण ही आज सभी लोग तुझे थुथकार रहे हैं।
थुथकारना, थू-थू करना, थूकना