ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭରାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭରାଇବା   କ୍ରିୟାପଦ

ଅର୍ଥ : ଖାଲ ଆଦିକୁ ଭରାଇ ସମତୁଲ କରାଇବା

ଉଦାହରଣ : ଲାଗୁଛି ମୋତେ ହିଁ ଏହି ଖାଲ ଭରାଇବାକୁ ପଡ଼ିବ

ସମକକ୍ଷ : ପୂର୍ଣ୍ଣକରାଇବା, ସମତୁଲ କରାଇବା

गड्ढे आदि को भरवाकर चौरस कराना।

लगता है यह गड्ढा मुझे ही पटवाना पड़ेगा।
पटवाना, पटाना

ଅର୍ଥ : କାହାକୁ ଭରିବା ପାଇଁ ପ୍ରବୃତ୍ତ କରିବା

ଉଦାହରଣ : ଗ୍ରନ୍ଥାଳୟର ପୁସ୍ତକ ଠିକ ସମୟରେ ନ ଫେରେଇବାରୁ ଗ୍ରନ୍ଥାକାରିକ ପଚାଶ ଟଙ୍କା ଜୋରିମାନା ଭରାଇଲେ

किसी को भरने में प्रवृत करना।

ग्रंथालय की पुस्तक समय पर न लौटाने के कारण पुस्तकाध्यक्ष ने पचास रूपए ज़ुर्माना भरवाया।
भरवाना, भराना

Bear (a cost or penalty), in recompense for some action.

You'll pay for this!.
She had to pay the penalty for speaking out rashly.
You'll pay for this opinion later.
pay