ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭଣ୍ଡ ବାବାଜୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭଣ୍ଡ ବାବାଜୀ   ବିଶେଷ୍ୟ

ଅର୍ଥ : ଯେ ପ୍ରକୃତରେ ସାଧୁ ନୁହନ୍ତି, କେବଳ ସାଧୁ ହେବାର ଅଭିନୟ କରନ୍ତି

ଉଦାହରଣ : ଆଜିକାଲି ସମାଜରେ ନକଲି ସାଧୁ କମ୍ ନାହାଁନ୍ତି

ସମକକ୍ଷ : ନକଲି ସାଧୁ, ଭଣ୍ଡ ବାଆଜୀ, ଭଣ୍ଡ ସାଧୁ

वह साधु जो वास्तव में साधु न हो, केवल साधु बनने का ढोंग कर रहा हो।

आज-कल समाज में असाधुओं की कमी नहीं है।
असाधु, जोगड़ा, ढोंगी साधु, नक़ली साधु, पाखंडी साधु

A person who makes deceitful pretenses.

fake, faker, fraud, imposter, impostor, pretender, pseud, pseudo, role player, sham, shammer