ଅର୍ଥ : ମହାରାଷ୍ଟ୍ରର ଏକ ସହର
ଉଦାହରଣ :
ଭଣ୍ଡାରା ନାଗପୁର ଓ ଗୋନ୍ଦିୟା ମଧ୍ୟରେ ଅବସ୍ଥିତ
ସମକକ୍ଷ : ଭଂଡାରା, ଭଂଡାରା ସହର, ଭଣ୍ଡାରା ସହର
ଅର୍ଥ : ମହାରାଷ୍ଟ୍ରର ଏକ ଜିଲ୍ଲା
ଉଦାହରଣ :
ସେମାନେ ଭଣ୍ଡାରା ଜିଲ୍ଲାର ଏକ ଛୋଟ ଗାଆଁରେ ବଢ଼ିଥିଲେ
ସମକକ୍ଷ : ଭଂଡାରା, ଭଂଡାରା ଜିଲ୍ଲା, ଭଣ୍ଡାରା ଜିଲ୍ଲା