ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭଗାଙ୍କୁର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭଗାଙ୍କୁର   ବିଶେଷ୍ୟ

ଅର୍ଥ : ଯେଉଁ ରୋଗରେ ମଳଦ୍ୱାରରେ ଭାତୁଡ଼ି ବାହାରେ

ଉଦାହରଣ : ସେ ଅର୍ଶ ରୋଗୀ

ସମକକ୍ଷ : ଅର୍ଶ, ଅର୍ଶରୋଗ

एक रोग जिसमें गुदेन्द्रिय में मस्से निकलते हैं।

वह बवासीर का रोगी है।
अर्श, अर्शरोग, चर्मकील, बवासीर, भगांकुर

ଅର୍ଥ : ଯୋନିର ଅଲଗା ଭାଗ

ଉଦାହରଣ : ସ୍ତ୍ରୀଙ୍କର ଅପରେସନ କରିବା ସମୟରେ ମଣିକୁ କାଟିଦିଆଯାଏ

ସମକକ୍ଷ : ମଣି, ଯୋନିଲିଙ୍ଗ

योनि का अगला भाग।

स्त्रियों का खतना करते समय मणि को काट दिया जाता है।
भगांकुर, मणि, योनिलिंग

Necklike opening to the uterus.

cervix, cervix uteri, uterine cervix

ଅର୍ଥ : ଯୋନିର ଉପରକୁ ଉଠିଥିବା ଅଂଶ

ଉଦାହରଣ : କାମୋତ୍ତେଜନାରେ ଭଗାଙ୍କୁର ବଢ଼ି ଯାଏ

ସମକକ୍ଷ : ଯୋନିଲିଙ୍ଗ

योनि में का उभरा भाग।

कामोत्तेजना में टन्ना बड़ा हो जाता है।
टना, टनी, टन्ना, टिन्ना, भग्न-शिश्न

A female sexual organ homologous to the penis.

button, clit, clitoris