ଅର୍ଥ : ପୂର୍ବ ଅବସ୍ଥାରୁ ଭଲ କିମ୍ବା ଉଚ୍ଚ ଅବସ୍ଥାଆଡ଼କୁ ବଢ଼ିବା
ଉଦାହରଣ :
ସେ ବ୍ୟବସାୟରେ ଦିନକୁଦିନ ଉନ୍ନତି କରୁଛି
ସମକକ୍ଷ : ଉନ୍ନତ ହେବା, ଉନ୍ନତି କରିବା, ବିକାଶ କରିବା
ଅର୍ଥ : ନଦୀ, ପାଣିଆଦିର ସ୍ତର ଉଚ୍ଚା ହେବା ବା ବଢ଼ିବା
ଉଦାହରଣ :
ବର୍ଷାଋତୁରେ ନଦୀନାଳରେ ପାଣି ବଢ଼ିଯାଏ
ସମକକ୍ଷ : ଜଳପ୍ଲାବନ ହେବା, ବନ୍ୟାହେବା
ଅର୍ଥ : ବଢ଼ିବା କ୍ରିୟା
ଉଦାହରଣ :
ଆଜିକାଲି ସମାଜରେ ଅପରାଧ ବଢ଼ୁଛି ଅପରାଧଗୁଡ଼ିକର ସଂଖ୍ୟା ବୃଦ୍ଧି ହେଉଛି
ସମକକ୍ଷ : ବୃଦ୍ଧିହେବା
ଅର୍ଥ : ବିସ୍ତାର ବା ପରିଣାମରୁ ଅଧିକ ହେବା ବା ବୃଦ୍ଧି ପାଇବା
ଉଦାହରଣ :
ଠିକ୍ ଭାବେ ଦେଖାଶୁଣା କଲେ ଛୋଟ ଚାରାଗଛଗୁଡ଼ିକ ଶୀଘ୍ର ବଢ଼େ
ସମକକ୍ଷ : ବଢ଼ିଯିବା