ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟାପ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟାପ୍ତି   ବିଶେଷ୍ୟ

ଅର୍ଥ : ବ୍ୟାପ୍ତ ହେବାର ଅବସ୍ଥା ବା ଭାବ

ଉଦାହରଣ : ବେଦ, ଉପନିଷଦ ଆଦି ଈଶ୍ୱରଙ୍କ ସର୍ବବ୍ୟାପକତାକୁ ଅଧିକ ଦୃଢ଼ କରେ

ସମକକ୍ଷ : ସର୍ବବ୍ୟାପକତା

व्याप्त होने की अवस्था या भाव।

वेद,उपनिषद् आदि ईश्वर की सवर्त्र व्याप्ति पर बल देते हैं।
आकुलता, आकुलत्व, प्रसर, व्याप्ति

ଅର୍ଥ : ବ୍ରହ୍ମଚର୍ଯ୍ୟ ନଷ୍ଟ

ଉଦାହରଣ : ସେ ବ୍ୟାପ୍ତିକୁ ସହି ନପାରି ଆଶ୍ରମ ଛାଡି ଚାଲିଗଲେ

ब्रह्मचर्य का नाश।

वे अवकीर्ण सहन न कर सके और आश्रम छोड़कर चले गए।
अवकीर्ण

ବ୍ୟାପ୍ତି   ବିଶେଷଣ

ଅର୍ଥ : ଯେ ସବୁଆଡେ ଗୋଟିଏ ରୂପରେ ବ୍ୟାପ୍ତ

ଉଦାହରଣ : ଅଭିବ୍ୟକ୍ତ ଆତ୍ମା ଆମ ସମସ୍ତଙ୍କ ହୃଦୟରେ ବାସ କରୁଛି

ସମକକ୍ଷ : ଅଭିବ୍ୟକ୍ତ

जो सर्वत्र एक ही रूप में व्याप्त हो।

अविभक्त आत्मा हम सबके हृदय में निवास करती है।
अविभक्त